ଭୂବାସୀଗଣ ପ୍ରଭୁଙ୍କର ସ୍ତୁତି କର – Em

ଭୂବାସୀଗଣ ପ୍ରଭୁଙ୍କର ସ୍ତୁତି କର,
ଆନନ୍ଦରେ ତାଙ୍କରି ସେବା କର
ସଂଗୀତରେ ତାଙ୍କରି ସ୍ତୁତି କର
ସେ ମଙ୍ଗଳମୟ ଦୟାରେ ପରିପୂର୍ଣ
ସେ କରୁଣାମୟ ସଦାସ୍ତୁତି ତାଙ୍କର

ସଦାପ୍ରଭୁ ଯେ ଆମ ପରମେଶ୍ୱର
ଏହା ତୁମେ ଜ୍ଞାତ ହୁଅ
ସେ ଆମ ପାଳକ, ଆମେ ତାଙ୍କ ସନ୍ତାନ
ତାଙ୍କରି ସ୍ତୁତି କର
ସେ ମଙ୍ଗଳମୟ ଦୟାରେ ପରିପୂର୍ଣ
ସେ କରୁଣାମୟ ସଦାସ୍ତୁତି ତାଙ୍କର

ସଦାପ୍ରଭୁ ଯେ ଆମ ବିଶ୍ୱାସଯୋଗ୍ୟ
ଏହା ତୁମେ ସାକ୍ଷ୍ୟ ଦିୟ
ସେ ଆମରି ପିତା ଆମେ ତାଙ୍କ ସନ୍ତାନ
ତାଙ୍କରି ସ୍ତୁତି କର

ସେ ମଙ୍ଗଳମୟ ଦୟାରେ ପରିପୂର୍ଣ
ସେ କରୁଣାମୟ ସଦାସ୍ତୁତି ତାଙ୍କର

Leave a Comment